ଶୀଘ୍ର ଟିକା ଆଣିବାକୁ କମ୍ପାନିମାନଙ୍କ ପଛଘୁଞ୍ଚା

ପୁଣେ : ବିଶ୍ବରେ କରୋନା ମହାମାରୀ ଦ୍ୱାରା ପାଖାପାଖି ୨ କୋଟି ୭୨ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ୮ଲକ୍ଷ ୮୫ ହଜାରରୁ ଅଧିକ ଆଖି ବୁଜି ସାରିଲେଣି। ଏଭଳି ସ୍ଥିତିରେ ପ୍ରତ୍ୟେକ ରାଷ୍ଟ୍ର ଯେତେ ଶୀଘ୍ର ସମ୍ଭବ କୌଣସି ଗୋଟିଏ କୋଭିଡ୍‌ ଟିକା ଆହରଣ ପାଇଁ ଚାହିଁ ବସିଛନ୍ତି। ଏପରିକି ସମ୍ଭାବ୍ୟ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନରେ କୋହଳ ମନୋଭାବ ପୋଷଣ ଲାଗି ମଧ୍ୟ … Continue reading ଶୀଘ୍ର ଟିକା ଆଣିବାକୁ କମ୍ପାନିମାନଙ୍କ ପଛଘୁଞ୍ଚା